ମହା ଶିବରାତ୍ରି

ମହା ଶିବରାତ୍ରି ହଉଚି ହିନ୍ଦୁ ଧର୍ମାବଲମ୍ବୀ ମାନଙ୍କର ପର୍ବ| ସାରା ବିଶ୍ୱରେ ଥିବା ପ୍ରତେକ ହିନ୍ଦୁ ମାନେ ଏହାକୁ ଆନନ୍ଦ ସହ ପାଳନ କରିଥାନ୍ତି |ପ୍ରତେକ ବର୍ଷ ଗୋଟିଏ ଥର ଏହି ପର୍ବ ପଡିଥାଏ | ଏହା ଓଡ଼ିଆ ମାଘ ମାସରେ ପଡେ | ଏହାକୁ ମୁଖ୍ୟତଃ ଗ୍ରୀଷ୍ମ ଋତୁର ଆଗମନର ସଂକେତ ଭାବରେ ପାଳନ କରାଯାଏ |ଭଗବାନ ଶିବ ଙ୍କର ସମ୍ମାନାର୍ଥେ ଭକ୍ତ ମାନେ ରାତ୍ର ଉଜାଗର ରହି ଏହି ପର୍ବକୁ ପାଳନ କରନ୍ତି |

ହିନ୍ଦୁ ମାନଙ୍କର ଏହା ଏକ ପ୍ରମୁଖ ପର୍ବ ଅଟେ.| ଏହାକୁ ପାଳନ କରାଯାଏ ଦୁଃଶକ୍ତି ମାନଙ୍କୁ ଜୀବନରୁ ଦୂର କରିବା ପାଇଁ|ଅଜ୍ଞାନ ର ଅହଂ ଭାବକୁ ନିଜ ଭିଆରୁ କାଢ଼ିବ ପାଇଁ ଏବଂ ନିଜ ଜୀବନକୁ ସୁଖର ଆଲୋକରେ ଉଜ୍ଜିବିହିତ କରି ନିଅଯର ବିଶ୍ଵାସ କୁ ଆଉରି ଘନୀଭୂତ କରି ଜୀବନର ଚଳପଥରେ କୁସୁମିତ କରିବା ପାଇଁ |

ଭଗବାନ ଶିବ ଙ୍କର ସମ୍ମାନାର୍ଥେ ଲୋକ ମାନେ ଉପବାସ ମହା ଶିବ ରାତ୍ରି ଦିନ କରିଥାନ୍ତି | ଭକ୍ତ ମାନେ ଶିବ ଙ୍କର ଉଦ୍ଧେଶ୍ୟରେ ଜଣାଣ ଉଚ୍ଚାରଣ କରିଥାନ୍ତି| ଏହି ସମୟରେ ଲୋକ ମାନେ ଭଗବାନ ଶିବ ଙ୍କର ଧ୍ୟାନ କରନ୍ତି| ଏହି ପରି ଭାବରେ ନିଜ ମଧ୍ୟ ରେ ଥିବା ଭଲ ଗୁଣ ମନକୁ ଖୋଜି ପାଇଥାନ୍ତି | ଏହି ପରି ଭାବରେ ସେମାନେ ଭଗବାନ ଙ୍କର ସନ୍ନିକଟରେ ପହଂଚି ପାରିଥାନ୍ତି | ଏହା ଦ୍ୱାରା ସେମାନେ ନିଜର ଭଲ ଗୁଣ କୁ ଖୋଜନ୍ତି ଆଣ୍ଡ ନିଜର ଖରାପ ଗୁଣ ମନକୁ ତ୍ୟାଗ କରିଥାନ୍ତି | ଧୀରେ ଧୀରେ ସେମାନେ ଜୀବନର ଚଳପଥରେ ବିବିହ୍ନ ଉପଲବ୍ଧି ଏବଂ ଅସୁବିଧାକୁ ଚିହ୍ନଟ କରି ଧୀରେ ଧୀରେ ଉତ୍ତମ ଯାନ୍ତି |

ବିଭିନ୍ନ କଷ୍ଟ ସମୟରେ ନିଜକୁ ସାମନ୍ତରାଳ୍ଳ ରଖିବା ପାଇଁ ଲୋକ ମାନେ ଶିକ୍ଷା ପାହାନ୍ତି | ପୁରା ପୁରୀ ଭାବରେ ଭଗବାନ ଙ୍କର ଧ୍ୟାନ କରି ଏବଂ ତାଙ୍କୁ ନିକଟ ରେ ପାଇଁ ଜୀବନ ରେ ଘଟି ଥିବା ଘଟଣା କୁ ବହୁତ ଭଲ ଭାବରେ ତୁଳନା କରି ଉତ୍ତମ ଉପାଦାନ ମାନକୁ ନିଜ ପାଖରେ ରଖି ଜୀବନରେ ଆଗକୁ ବଢନ୍ତି |

ଏହି ସବୁ ତ୍ୟାଗ, ଧ୍ୟାନ ଏବଂ ଉଜାଗର ଭକ୍ତ ମାନେ କରିଥାନ୍ତି ଭଗବାନ ଶିବ ଙ୍କର ପାଇଁ | ରାତ୍ରି ସାରା ଉଜାଗର ପାଳନ କରି ଏବଂ ଭଗବାନ ଙ୍କର ଧ୍ୟାନ କରି ଯୋଗ ମାଧ୍ୟମରେ ଭଗବାଙ୍କର ନିକଟକୁ ପହଂଚିବାକୁ ଭକ୍ତ ମାନେ ଚେଷ୍ଟା କରିଥାନ୍ତି |

ମହା ଶିବ ରାତ୍ରି ବହୁତ ପୁରାଣ କାଳରୁ ପାଳନ କରା ଯାଉ ଅଛି | ଏହା କେଉରାଂ ଯୁଗ ରୁ ହିନ୍ଦୁ ମାଙ୍କର ଦ୍ୱାରା ପାଳନ କରା ଯାଉଛି ତାହା ବର୍ତମାନ ସୁଦ୍ଧା ଜଣ ପଡ଼ିନାହିଁ | ପିଢ଼ି ରୁ ପିଢ଼ି କୁ ଏହା ପାଳନ କରା ଯାଉଛି ଆଣ୍ଡ ଏହି ପରମ୍ପରା ଏହି ପରି ଭାବରେ ଏକ ଧାରା ରେ ବହି ଚାଲୁଅଛି | ଲୋକମାନେ ଫଳ, ପୁଷ୍ପ, ଧ୍ୟାନ, ୟୁଗ ଏବଂ ଜାଗର ରାତ୍ରି ସାରା ରହି ଭଗବାନ ଶିବଙ୍କୁ ଧ୍ୟାନ କରିଥାନ୍ତି | ଏତଦ କରିବା ଦ୍ୱାରା ଭକ୍ତ ମାନଙ୍କର ମନରେ ଥିବା ଖରାପ ଗୁଣ ମIନ ଦୂରୀଭୂତ ହୋଇ ମନରେ ବିଶ୍ୱାସ ଜାଗ୍ରତ ହୁଏ ଏବଂ ଉତ୍ତମ କାର୍ଯ୍ୟ କରିବାରେ ଆଗେଇ ଯାନ୍ତି |

ଏକ ବିଶ୍ୱାସ ଅନୁଯାୟୀ ଏହି ଦିନ ଭଗବାନ ଶିବ ସମୁଦ୍ର ମନ୍ଥନ ରେ ବାହାରି ଥିବା ସମସ୍ତ ବିଷ କୁ ନିଜେ ପାନ କରି ସମସ୍ତ ବିଶ୍ୱ ବ୍ରହ୍ମାଣ୍ଡ କୁ ବଞ୍ଚାଇ ଥିଲେ | ଏହା ଦ୍ୱାରା ପୁରା ବିଶ୍ୱ ବ୍ରହ୍ମାଣ୍ଡ ସମସ୍ତ ବିନାଶକାରୀ ଶକ୍ତି ଠାରୁ ମୁକ୍ତି ପାଇଥିଲା | ଯାହା ଫଳରେ ପୁରା ବିଶ୍ୱ ଏବଂ ମାନବ ସମାଜ ଏକ ଉତ୍ତମ ପରିବେଶରେ ବୃହଦ ଏବେ ଉନ୍ନତ ଜୀବନ ଜାପାନ କରି ପାରିଲା |

ଠିକ ଏହି ଦିନ ବିଷ ପାନ କରି ସାରିବା ପରେ ଭଗବାନ ଶିବ ପବିତ୍ର ନୁଁତ୍ର୍ୟ ବିଶ୍ୱ ବ୍ରହ୍ମାଣ୍ଡ ରେ କରିଥିଲେ | ଏହାକୁ ସମ୍ମାନ ଜଣାଇ ଭକ୍ତ ମାନେ ପବିତ୍ର ଶୈବ ଶଳ୍କ ଗାନ କରି ଏବଂ ଧ୍ୟାନ ଆଉ ଉଜାଗର ରହି ଏହି ଦିବସକୁ ପାଳନ କରିଥାନ୍ତି |

ଆଉ ଏକ ବିଶ୍ୱାସ ଅନୁଯାୟୀ ଏହି ଦିବସ ଦିନ ଭଗବାନ ଶିବ ବିବାହ କରିଥିଲେ ଦେବୀ ପାର୍ବତୀଙ୍କୁ | ସେଥିପାଇଁ ଅବିବାହିତା କୁମାରୀ ଝିଅ ମାନେ ଉପବାସ କରିଥାନ୍ତି ଭଗବାନ ଶିବ ଙ୍କର ପରି ଜୀବନ ସାଥୀଙ୍କୁ ପାଇବା ପାଇଁ | ଆଉ କେତେଜଣ ଭକ୍ତ ବିଶ୍ୱାସ କ୍ରାନଥାନ୍ତି ଯେ ଏହି ଦିନ ଉପବାସ ଏବଂ ଉଜାଗର ରହିଲେ ପରବର୍ତୀ ଜୀବନରେ ଶିବ ଙ୍କର ଜନ୍ମ ସ୍ଥାନ କୈଳାଶ ପର୍ବତରେ ସ୍ତନ ପାଇବେ ଆଣ୍ଡ ସେହିଠାରେ ଭଗବାନ ଶିବ ଙ୍କର ପୂଜା ରଚନାରେ ଜୀବନ ଅତିବାହିତ ହେବ |

ନେପାଳ ଦେଶରେ ଏହି ଦିନ ଟି ଜାତୀୟ ଛୁଟି ଦିବସ ଭାବରେ ପାଳନ କରାଯାଏ | ମରିସସ ଦେଶର ହିନ୍ଦୁ ମାନେ ଏବଂ କରିବିଏନ ଦ୍ବୀପ ପୁଞ୍ଜ ରେ ଥିବା ହିନ୍ଦୁ ମାନେ ହଗବନ ଶିବ ଙ୍କୁ କ୍ଷୀର, ଦହିଲାଗି କରନ୍ତି ଏବେ ମହାଦେବ ଙ୍କର ଦେଉଳ ମନକୁ ଯାଇ ବ୍ରତ ପାଳନ କରିଥାନ୍ତି | ଏହି ଦେଶ ମାନଙ୍କରେ ଶ୍ରଧାଲ୍ଲୁ ମାନେ ଲମ୍ବା ଧାଡି ରେ ଦଣ୍ଡାୟମାନ ହୋଇ ମଣ୍ଡି ସମ୍ମୁଖରେ ଭଗବାନ ଶିବ ଙ୍କର ଦର୍ଶନ ପାଇଁ ଉତ୍ସାହ ଏବଂ ଉଦିପନା ସହ ଅପେକ୍ଷା କରିଥାନ୍ତି |

ମହା ଶିବ ରାତ୍ରି ଦିବସଟି ଏକ ପ୍ରମୁଖ ପର୍ବ ହିନ୍ଦୁ ମାଙ୍କର | ଏହି ଦିନ ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡ ର ଦୁଇ ସର୍ବ ବୃହତ ଶକ୍ତି ଯାହା ହଉଚି ଭଗବାନ ଶିବ ଏବଂ ପାର୍ବତୀ ଙ୍କର ସଙ୍ଗମ ଦିବସ ଅଟେ.|ଆଉ ଏକ ବିଶ୍ୱାସ ଅନୁଯାୟୀ ଏହି ଦିବସରେ ଭଗବାନ ଶିବ ସବୁ ବିଷ ପାନ କରିଥିଲେ ଏବଂ ଜାଗ୍ରତ ଥିଲେ ଏବଂ ଭକତ ମାନେ ସେଥିପାଇଁ ଜାଗ୍ରତ ରହିଥାନ୍ତି |ଭଗବାନ ଶିବ ଙ୍କର ସମ୍ମାନାର୍ଥେ ଭକ୍ତ ମାନେ ଜାଗ୍ରତ ରହି ତାଙ୍କର ଏହି ଅଭୁତ ପୂର୍ଵ କାର୍ଯ୍ୟକୁ ଜାଗ୍ରତରା ରହି ଏହି ପର୍ବ କୁ ପଲ୍ଲାନ କରିଥାନ୍ତି |

ରିଲେଟେଡ ପୋଷ୍ଟସ:

ଏହି ଆର୍ଟିକଲ ର ଇଂରାଜୀ ଭର୍ସନ ପଢିବା ପାଇଁ ଏହି ଲିଙ୍କକୁ କ୍ଲିକ କରନ୍ତୁ |